ମିଶନ ଶକ୍ତି ମହିଳାଙ୍କୁ ମିଳିବ ସ୍ମାର୍ଟ ଫୋନ

Feb 2, 2026 - 15:13
 0  1
ମିଶନ ଶକ୍ତି ମହିଳାଙ୍କୁ ମିଳିବ ସ୍ମାର୍ଟ ଫୋନ

ମିଶନ ଶକ୍ତି ମହିଳାଙ୍କୁ ମିଳିବ ସ୍ମାର୍ଟ ଫୋନ। ନୂଆ ୟୁନିଫର୍ମ ସହ ଦିଆଯିବ ନୂଆ ଆଇ କାର୍ଡ।ୟୁନିଫର୍ମରେ ରହିବ ଓଡ଼ିଆ ଅସ୍ମିତାର ଝଲକ । ଉତ୍କଳ ଦିବସରୁ ଏହା ମିଳିବ ବୋଲି ଘୋଷଣା କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। 

What's Your Reaction?

like

dislike

love

funny

angry

sad

wow