ରଣକ୍ଷେତ୍ର ପାଲଟିଲା ବିଜେବି କଲେଜ କ୍ୟାମ୍ପସ : ୨୫ରୁ ଅଧିକ ଛାତ୍ର ଆହତ

Mar 18, 2026 - 12:57
 0  1
ରଣକ୍ଷେତ୍ର ପାଲଟିଲା ବିଜେବି କଲେଜ କ୍ୟାମ୍ପସ : ୨୫ରୁ ଅଧିକ ଛାତ୍ର ଆହତ

ଭୁବନେଶ୍ବର ବିଜେବି କଲେଜରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ହୋଇଛି ଭୟଙ୍କର ସଂଘର୍ଷ। ଅଶୋକ ଛାତ୍ରାବାସ ଏବଂ ଆମ୍ବେଦକର ଛାତ୍ରାବାସ ଛାତ୍ରଙ୍କ ସଂଘର୍ଷ ମଧ୍ୟରେ ୨୫ରୁ ଅଧିକ ଛାତ୍ର ହୋଇଛନ୍ତି ଆହତ । ଫେୟାରୱେଲ୍ ଉତ୍ସବରେ ସଙ୍ଗୀତ ବନ୍ଦକୁ ନେଇ ଦୁଇ ପକ୍ଷ ମଧ୍ୟରେ ବୋତଲ, ଠେଙ୍ଗା ଏବଂ ପଥରରେ ହୋଇଥିଲା ଆକ୍ରମଣ ।ଘଟଣାର ତଦନ୍ତ କରିବାକୁ କଲେଜ ସ୍ତରରେ ଗଠନ ହୋଇଛି କମିଟି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ କମିଟି ଦେବ ଗଣ୍ଡଗୋଳର ରିପୋର୍ଟ । ଗଣ୍ଡଗୋଳରେ ସାମିଲ ଛାତ୍ରଙ୍କ ବିରୋଧରେ ନିଆଯିବ ଆଇନଗତ କାର୍ଯ୍ୟାନୁଷ୍ଠାନ ।

What's Your Reaction?

like

dislike

love

funny

angry

sad

wow