ଜାତୀୟ ଜନଗଣନା-୨୦୨୭ର ବ୍ରାଣ୍ଡ୍ ଆମ୍ବାସଡର ହେଲେ ସୁଦର୍ଶନ ପଟ୍ଟନାୟକ

Mar 18, 2026 - 12:47
 0  1
ଜାତୀୟ ଜନଗଣନା-୨୦୨୭ର ବ୍ରାଣ୍ଡ୍ ଆମ୍ବାସଡର ହେଲେ ସୁଦର୍ଶନ ପଟ୍ଟନାୟକ

ଜାତୀୟ ଜନଗଣନା-୨୦୨୭ ବ୍ରାଣ୍ଡ୍‌ ଆମ୍ଵାସଡର ହେଲେ ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ସୁଦର୍ଶନ ପଟ୍ଟନାୟକଙ୍କୁ ବ୍ରାଣ୍ଡ୍‌ ଆମ୍ବାସଡର ନିଯୁକ୍ତ କରିଛନ୍ତି ନିର୍ବାଚନ କମିଶନ । ବାଲୁକା କଳା ମଧ୍ୟରେ ଜନଗଣନା ସଚେତନତାକୁ ଅଧିକ ପ୍ରଭାବୀ କରିବେ ସୁଦର୍ଶନ । କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ପ୍ରକାଶ ପାଇଛି ବିଜ୍ଞପ୍ତି ।ଦେଶରେ  ୨୦୨୭ରୁ ଆରମ୍ଭ ହେବ ପରବର୍ତ୍ତୀ ଜନଗଣନା।

What's Your Reaction?

like

dislike

love

funny

angry

sad

wow