ରାଜ୍ୟରେ ଆହୁରି ବଢ଼ିବ ରାତି ତାପମାତ୍ରା,କମିବ ଶୀତ

Jan 29, 2026 - 11:38
 0  19
ରାଜ୍ୟରେ ଆହୁରି ବଢ଼ିବ ରାତି ତାପମାତ୍ରା,କମିବ ଶୀତ

ରାଜ୍ୟରେ ଆହୁରି ବଢ଼ିବ ରାତି ତାପମାତ୍ରା । ଫଳରେ କମିବ ଶୀତ। ଆସନ୍ତା ୨ଦିନରେ ଆହୁରି  ୨ରୁ ୩ ଡିଗ୍ରୀ ବଢ଼ିବ ତାପମାତ୍ରା  । ଫେବ୍ରୁଆରୀ ୧ ଯାଏ ରାଜ୍ୟର ଅନେକ ସ୍ଥାନରେ କୁହୁଡ଼ି ରହିବା ସହ ପଡ଼ିବ କାକର। ଭୁବନେଶ୍ୱରରେ  ଆସନ୍ତା ୨୪ ଘଣ୍ଟାରେ ୧୭ ଡିଗ୍ରୀ ରହିବ ରାତିର ତାପମାତ୍ରା। ଏଭଳି ଆକଳନ କରିଛି ପାଣିପାଗ ବିଭାଗ ।

What's Your Reaction?

like

dislike

love

funny

angry

sad

wow