ରାଜ୍ୟସଭା ପାଇଁ ୪ ବିଶିଷ୍ଟ ବ୍ୟକ୍ତିଙ୍କୁ ମନୋନୀତ କଲେ ରାଷ୍ଟ୍ରପତି

President Droupadi Murmu has nominated four distinguished individuals to the Rajya Sabha. The nominated members include: Ujjwal Nikam, a renowned government lawyer C. Sadanandan Master, a senior social worker and educationist from Kerala Harsh Vardhan Shringla, former Foreign Secretary of India Meenakshi Jain, noted historian and academician This was officially announced through a notification by the Ministry of Home Affairs. The nominations were made under Article 80(1)(a) and clause (3) of the Indian Constitution.

Jul 13, 2025 - 12:54
 0  10
ରାଜ୍ୟସଭା ପାଇଁ ୪ ବିଶିଷ୍ଟ ବ୍ୟକ୍ତିଙ୍କୁ ମନୋନୀତ କଲେ ରାଷ୍ଟ୍ରପତି

ରାଜ୍ୟସଭା ପାଇଁ ୪ ବିଶିଷ୍ଟ ବ୍ୟକ୍ତିଙ୍କୁ ମନୋନୀତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  । ଏଥିରେ ସରକାରୀ ଓକିଲ ଉଜ୍ଜ୍ୱଳ ଦେବରାଓ ନିକମ, କେରଳର ବରିଷ୍ଠ ସମାଜସେବୀ ଏବଂ ଶିକ୍ଷାବିତ୍ ସି. ସଦାନନ୍ଦନ ମାଷ୍ଟର, ଭାରତର ପୂର୍ବତନ ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରିଙ୍ଗଲା ଏବଂ ପ୍ରଖ୍ୟାତ ଐତିହାସିକ ଏବଂ ଶିକ୍ଷାବିତ୍ ମୀନାକ୍ଷୀ ଜୈନଙ୍କ ରହିଛି  ନାମ ।ଏନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି ।ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୮୦(୧)(କ) ଏବଂ ଏହାର ଅନୁଚ୍ଛେଦ (୩) ଅନୁଯାୟୀ ୪ ଜଣଙ୍କୁ ମନୋନିତ କରିଛନ୍ତି ରାଷ୍ଟ୍ରପତି  । 

What's Your Reaction?

like

dislike

love

funny

angry

sad

wow