ଶେଷ ହେଲା ଖରିଫ ଧାନ ପଞ୍ଜୀକରଣ, ନଭେମ୍ବର ପହିଲାରୁ ଆରମ୍ଭ ହେବ ଧାନ କିଣା

Aug 26, 2025 - 13:18
 0  23
ଶେଷ ହେଲା ଖରିଫ ଧାନ ପଞ୍ଜୀକରଣ, ନଭେମ୍ବର ପହିଲାରୁ ଆରମ୍ଭ ହେବ ଧାନ କିଣା

ଶେଷ ହେଲା ଖରିଫ ଧାନ ପଞ୍ଜୀକରଣ । ଚଳିତ ବର୍ଷ  ପଞ୍ଜୀକରଣ କରିଛନ୍ତି ରେକର୍ଡ ସଂଖ୍ୟକ ଚାଷୀ । ଗତ ବର୍ଷ ୧୭ ଲକ୍ଷ ୫୦ ହଜାର ୪୬୨ ଚାଷୀ ପଞ୍ଜୀକରଣ କରିଥିବାବେଳେ  ଚଳିତ ବର୍ଷ  ୧୯ ଲକ୍ଷ ୬୭ ହଜାର ଚାଷୀ କରିଛନ୍ତି ପଞ୍ଜୀକରଣ । ସେହିପରି ନଭେମ୍ବର ପହିଲାରୁ ଆରମ୍ଭ ହେବ ଧାନ କିଣା । ଏନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।

What's Your Reaction?

like

dislike

love

funny

angry

sad

wow