ଶ୍ରୀମନ୍ଦିର ପରିସରରେ ହେବ ସ୍ବତନ୍ତ୍ର ସ୍ତନ୍ୟପାନ ଗୃହ
A separate breastfeeding facility will soon be set up inside the Shree Jagannath Temple premises for infants and mothers. This decision aims to support mothers who rely on breastfeeding and to meet the needs of infants during temple visits. Land has already been identified near the branch office of the temple administration for this centre. The demand for such a facility had been raised for a long time. Chief Administrator Dr. Aravind Padhee has directed officials to make this arrangement operational immediately as part of the temple’s responsibility towards women devotees.
ଶ୍ରୀମନ୍ଦିର ପରିସରରେ ଶିଶୁ ତଥା ମା' ମାନଙ୍କ ପାଇଁ ହେବ ସ୍ତନ୍ୟପାନ ଗୃହ।ବିଶେଷ କରି ସ୍ତନ୍ୟପାନ ଉପରେ ନିର୍ଭରଶୀଳ ଶିଶୁ ଏବଂ ମା' ମାନଙ୍କ ଆବଶ୍ୟକତାକୁ ନଜରରେ ରଖି ଶ୍ରୀମନ୍ଦିର ପରିସରରେ ଏକ ସ୍ବତନ୍ତ୍ର ସ୍ତନ୍ୟପାନ ଗୃହ କରିବାକୁ ହୋଇଛି ଯୋଜନା।ଏହି ସ୍ବତନ୍ତ୍ର ଗୃହ ପାଇଁ ଶ୍ରୀମନ୍ଦିର ପରିସରରେ ପ୍ରଶାସନର ଶାଖା କାର୍ଯ୍ୟାଳୟ ନିକଟରେ ଚିହ୍ନଟ ହୋଇଛି ଜାଗା । ଦୀର୍ଘ ଦିନ ଧରି ଏନେଇ ହୋଇ ଆସୁଥିଲା ଦାବି । ମହିଳା ଭକ୍ତଙ୍କ ପ୍ରତି ଉତ୍ତରଦାୟିତ୍ବ ନିର୍ବାହ ପାଇଁ ଏହି ବ୍ୟବସ୍ଥା ତୁରନ୍ତ କାର୍ୟ୍ୟକାରୀ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ ଅରବିନ୍ଦ ପାଢ଼ୀ ।
What's Your Reaction?