ସୁବର୍ଣ୍ଣପୁରରେ ନକଲି ନୋଟ୍ ରାକେଟ୍‌ର ପର୍ଦ୍ଦାଫାଶ

Apr 15, 2026 - 16:35
 0  4
ସୁବର୍ଣ୍ଣପୁରରେ ନକଲି ନୋଟ୍ ରାକେଟ୍‌ର ପର୍ଦ୍ଦାଫାଶ

ସୁବର୍ଣ୍ଣପୁରରେ ନକଲି ନୋଟ୍ ରାକେଟ୍‌ର ପର୍ଦ୍ଦାଫାଶ। ସୋନପୁର ପୋଲିସ ହାତରେ ଲାଗିଛି ପାଖାପାଖି ସାଢ଼େ ୮ ଲକ୍ଷ ଟଙ୍କାର ନକଲି ନୋଟ୍। ସୋନପୁର ବ୍ଲକ ଛକରେ କାର୍ ଯାଞ୍ଚ ବେଳେ ୫ ଶହ ଟଙ୍କିଆର ପ୍ରାୟ ୧୬୯୫ ଖଣ୍ଡ ନକଲି ନୋଟ୍ ଜବତ କରିଛି ପୋଲିସ।ଏହି ମାମଲାରେ ପୋଲିସ ୨ ଜଣଙ୍କୁ କରିଛି ଗିରଫ । ସେମାନଙ୍କ ମଧ୍ୟରୁ ଜଣେ ଯାଜପୁରର ଓ ଅନ୍ୟ ଜଣେ ନୟାଗଡ଼ ଅଞ୍ଚଳର ବୋଲି ମିଳିଛି ସୂଚନା ।ତେବେ ପୋଲିସର ପଚରାଉଚରା ବେଳେ ସେମାନେ ବରଗଡ଼ ଜିଲ୍ଲାରୁ ଏହି ଟଙ୍କା ଆଣି ବିଭିନ୍ନ ସ୍ଥାନକୁ ଚାଲାଣ କରୁଥିବା କରିଛନ୍ତି ।

What's Your Reaction?

like

dislike

love

funny

angry

sad

wow