୧୬ ପର୍ଯ୍ୟନ୍ତ ଦିଲ୍ଲୀରେ ଉଡ଼ିପାରିବନି ଡ଼୍ରୋନ୍‌

Aug 2, 2024 - 14:57
 0  2
୧୬ ପର୍ଯ୍ୟନ୍ତ ଦିଲ୍ଲୀରେ ଉଡ଼ିପାରିବନି ଡ଼୍ରୋନ୍‌

ସ୍ବାଧୀନତା ଦିବସ ଅବସରରେ ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ ହେବାର ରହିଛି ଆଶଙ୍କା। ଏ ନେଇ ଗୁଇନ୍ଦା ଏଜେନ୍ସି ସତର୍କ କରିବା ପରେ ଆକ୍ସନ ମୋଡକୁ ଆସିଛି ଦିଲ୍ଲୀ ପୁଲିସ । ଏନେଇ ଦିଲ୍ଲୀ ପୋଲିସ କମିଶନର ସଞ୍ଜୟ ଅରୋରା ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହା ଅଧୀନରେ ରାଜଧାନୀରେ ପାରାଗ୍ଲାଇଡର୍, ପାରା ମୋଟର୍ସ, ହ୍ୟାଙ୍ଗ ଗ୍ଲାଇଡର୍‌, ୟୁଏଭି , ୟୁଏଏସ , ମାଇକ୍ରୋ ଲାଇଟ୍ ଏୟାରଫ୍, ହଟ ଏୟାର ବେଲୁନ୍, ପାରା ଜମିଂ ଏବଂ ଡ୍ରୋନ୍ ଉପରେ ଦିଆଯାଇଛି ନିଷେଧାଦେଶ। ଏହି କଟକଣା ୧୫ ଦିନ ପାଇଁ  କରାଯାଇଛି ଲାଗୁ , ଯାହାକି ୨ ଅଗଷ୍ଟରୁ ୧୬ ଅଗଷ୍ଟ ପର୍ଯ୍ୟନ୍ତ ଜାରି ରହିଛି ।

What's Your Reaction?

like

dislike

love

funny

angry

sad

wow