MMDR ଆଇନ ପ୍ରତ୍ୟାହାର ଦାବିରେ କଂଗ୍ରେସର ଆନ୍ଦୋଳନ ଜାରି

Sep 23, 2026 - 12:03
MMDR ଆଇନ ପ୍ରତ୍ୟାହାର ଦାବିରେ କଂଗ୍ରେସର ଆନ୍ଦୋଳନ ଜାରି

କେନ୍ଦ୍ର ସରକାର ଓଡ଼ିଶାର ଖଣିକୁ ଦୁଇଜଣ ବେପାରୀଙ୍କ ହାତକୁ ଟେକି ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ । ଓଡ଼ିଶାର ସାମ୍ବିଧାନିକ ଅଧିକାର ଓ ସଂଘୀୟ ବ୍ୟବସ୍ଥାକୁ ହତ୍ୟା କରାଯାଇଛି ବୋଲି ବିଧାୟକ କହିଛନ୍ତି । 

MMDR କଳା ଆଇନ ପ୍ରତ୍ୟାହାର ନହେବା ଯାଏଁ ଗୃହ ଭିତରେ ଓ ରାଜରାସ୍ତାରେ କଂଗ୍ରେସର ଆନ୍ଦୋଳନ ଜାରି ରହିବ । କେନ୍ଦ୍ର ସରକାର ଓଡ଼ିଶାର ଖଣିକୁ ଦୁଇଜଣ ବେପାରୀଙ୍କ ହାତକୁ ଟେକି ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ।

ଓଡ଼ିଶାର ସାମ୍ବିଧାନିକ ଅଧିକାର ଓ ସଂଘୀୟ ବ୍ୟବସ୍ଥାକୁ ହତ୍ୟା କରାଯାଇଛି ବୋଲି ବିଧାୟକ କହିଛନ୍ତି । ଏହା ଦ୍ୱାରା ରାଜ୍ୟ ପ୍ରତିବର୍ଷ ୧୨ ହଜାର କୋଟି ଟଙ୍କା ହରାଇବ ବୋଲି ସେ ଦାବି କରିବା ସହ ଏହି କ୍ଷତିକୁ ମୁଖ୍ୟମନ୍ତ୍ରୀ କିପରି ଭରଣା କରିବେ ବୋଲି ପ୍ରଶ୍ନ କରିଛନ୍ତି । 

What's Your Reaction?

like

dislike

love

funny

angry

sad

wow