ଅଷ୍ଟ୍ରେଲିଆକୁ ୨୩ ରନରେ ପରାସ୍ତ କଲା ଜିମ୍ବାୱେ

A major upset was witnessed in the 19th match of the T20 World Cup 2026. Zimbabwe shocked the cricketing world by defeating the powerful Australian team by 23 runs. In the thrilling match played at the R. Premadasa Stadium in Colombo, Zimbabwe delivered an outstanding performance in both batting and bowling to secure a remarkable victory.

Feb 13, 2026 - 16:58
 0  1
ଅଷ୍ଟ୍ରେଲିଆକୁ ୨୩ ରନରେ ପରାସ୍ତ କଲା ଜିମ୍ବାୱେ

ଟି-୨୦ ବିଶ୍ୱକପ୍ ୨୦୨୬ର ୧୯ତମ ମ୍ୟାଚରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ । ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୨୩ ରନରେ ପରାସ୍ତ କରି କ୍ରିକେଟ ଜଗତକୁ ଚକିତ କରିଦେଇଛି ଜିମ୍ବାୱେ । କଲୋମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଏହି ରୋମାଞ୍ଚକର ମୁକାବିଲାରେ ଜିମ୍ବାୱେ ଉଭୟ ବ୍ୟାଟିଂ ଓ ବୋଲିଂରେ ଚମତ୍କାର ପ୍ରଦର୍ଶନ କରି ହାସଲ କରିଛି ବିଜୟ ।

What's Your Reaction?

like

dislike

love

funny

angry

sad

wow