ଆଉ ନାହାଁନ୍ତି ଲୋକପ୍ରିୟ ଅଭିନେତ୍ରୀ ଶେଫାଳି ଜରିୱାଲା
According to reports, actress Shefali Jariwala, who lived in Lokhandwala, Andheri (Mumbai), began feeling unwell around 11 PM last night. She experienced chest pain, and her husband Parag Tyagi rushed her to a nearby hospital, where doctors declared her dead. Initial information suggests she passed away due to cardiac arrest. However, a forensic team has visited her residence to investigate whether her death was caused by a heart attack or something else.

ମାତ୍ର ୪୨ ବର୍ଷ ବୟସରେ ଲୋକପ୍ରିୟ ଅଭିନେତ୍ରୀ ଶେଫାଳି ଜରିୱାଲାଙ୍କ ପରଲୋକ। ସୂଚନା ଅନୁଯାୟୀ,ଗତକାଲି ରାତି ପାଖାପାଖି ୧୧ ଟା ବେଳକୁ ଅସୁସ୍ଥ ଅନୁଭବ କରିଥିଲେ ମୁମ୍ବାଇର ଅନ୍ଧେରି ଲୋଖଣ୍ଡୱାଲା ଅଞ୍ଚଳରେ ରହୁଥିବା ଅଭିନେତ୍ରୀ ଶେଫାଳି । ଛାତିରେ ଯନ୍ତ୍ରଣା ହେବା କାରଣରୁ ତାଙ୍କୁ ନିକଟସ୍ଥ ହାସପାତାଳକୁ ନେଇଯାଇଥିଲେ ସ୍ବାମୀ ପରାଗ ତ୍ୟାଗି । ଯେଉଁଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ତେବେ କାର୍ଡିଆକ୍ ଆରେଷ୍ଟ୍ ଯୋଗୁଁ ଶେଫାଳିଙ୍କ ମୃତ୍ୟୁ ହୋଇଥିବା ମିଳିଛି ସୂଚନା।ଅନ୍ୟପଟେ ମୃତ୍ୟୁ ପଛର କାରଣ ହୃଦଘାତ ନା ଆଉ କିଛି ଏ ଦିଗରେ ତଦନ୍ତ ପାଇଁ ଜରିୱାଲାଙ୍କ ଘରେ ପହଞ୍ଚିଛି ଫରେନ୍ସିକ୍ ଦଳ।
।
What's Your Reaction?






