ଆଗାମୀ ଦିନରେ ସବୁ ମୋ ବସ ଗୁଡିକ ହେବ ଇଲେକ୍ଟ୍ରିକ ବସ

Jul 4, 2024 - 13:40
 0  2
ଆଗାମୀ ଦିନରେ ସବୁ ମୋ ବସ ଗୁଡିକ ହେବ ଇଲେକ୍ଟ୍ରିକ ବସ

ଆଗାମୀ ଦିନରେ ସବୁ ମୋ ବସ ଗୁଡିକ ହେବ ଇଲେକ୍ଟ୍ରିକ ବସ ମୋ ବସ ଯାତ୍ରୀଙ୍କ ପାଇଁ ଉନ୍ନତ ମାନର ଅନଲାଇନ ପେମେଣ୍ଟ ସିଷ୍ଟମ ଉପରେ ଧ୍ୟାନ ଦିଆଯିବ। ବର୍ଷ ହେଲା ମୋ ବସ ଭଲ ପ୍ରଦର୍ଶନ କରୁଛି ଏବେ ୪୬୩ ବସ ଚାଲୁଛି ତା ମଧ୍ୟରୁ ୬୩ଟି -ବସ ରହିଛି ଆଗକୁ ସବୁ ଗୁଡିକ -ବସ ଚାଲିବ । ଭୁବନେଶ୍ୱରରେ ୧୦୦, କଟକରେ ୧୦୦, ସମ୍ବଲପୁରରେ ୫୦ ରାଉରକେଲାରେ ୧୦୦ -ବସ ଚାଲିବା ନେଇ ଯୋଜନା ହେଉଛି -ବସ ଡିପୋକୁ ଅଧିକ ଉନ୍ନତ କରାଯିବ ସୁରକ୍ଷା ଉପରେ ଧ୍ୟାନ ଦିଆଯିବ ବୋଲି କହିଛନ୍ତି CRUT ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା

What's Your Reaction?

like

dislike

love

funny

angry

sad

wow