ଆଜି ବି ଓଡିଶାକୁ ଆସି ପାରିନି ଆଳୁ ଟ୍ରକ୍ ।

Jul 28, 2024 - 13:37
 0  2
ଆଜି ବି ଓଡିଶାକୁ ଆସି ପାରିନି ଆଳୁ ଟ୍ରକ୍ ।

ଆଜି ବି ଓଡିଶାକୁ ଆସି ପାରିନି ଆଳୁ ଟ୍ରକ୍ । ପଶ୍ଚିମବଙ୍ଗ ସୀମାରେ ପଶ୍ଚିମବଙ୍ଗ ପୋଲିସ ପକ୍ଷରୁ ନାକା ପଏଣ୍ଟ କରି ଜୋରଦାର କରାଯାଉଛି ଚେକିଂ । ସୀମାରୁ ୫ରୁ୬ କିଲୋମିଟର ଦୂରରେ ଆଳୁ ଗାଡି ଅଟକି ଥୂବା ମିଳିଛି ସୂଚନା । ଏପଟେ ଯୋଗାଣ ମନ୍ତ୍ରୀଙ୍କ ତାଗିଦ୍ ପରେ ବି ୩୨ ତାଙ୍କ ପରିବର୍ତେ ୪୫-୫୦ ଟଙ୍କାରେ ଆଳୁ ବିକ୍ରି କରୁଛନ୍ତି ବ୍ୟବସାୟୀ। ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଳୁ ସଙ୍କଟ ଦୂର କରିବା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଦିଲ୍ଲୀରେ ଭେଟି ଆଲୋଚନା କରିଛନ୍ତି। ଏତେ ପରେ ବି ଓଡ଼ିଶାବାସୀଙ୍କ ପ୍ରତି ଦରଦ ଦେଖାଇନାହାନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ। ଆଳୁ ଗାଡ଼ି ସେମିତି ଅଟକି ରହିଛି ପଶ୍ଚିମବଙ୍ଗ-ଓଡ଼ିଶା ସୀମାରେ । ଯଦିଓ ୬୦ରୁ ୭୦ ଗାଡ଼ି ଗଳା ବାଟ ଦେଇ ଓଡ଼ିଶା ବଜାରକୁ ଆସିଛି ତଥାପି ଏହା ଯଥେଷ୍ଟ ନୁହେଁ ।ପଶ୍ଚିମବଙ୍ଗ ସୀମାରେ ପଶ୍ଚିମବଙ୍ଗ ପୋଲିସ ପକ୍ଷରୁ ନାକା ପଏଣ୍ଟ କରି ଜୋରଦାର କରାଯାଉଛି ଚେକିଂ । ସୀମାରୁ ୫ରୁ୬ କିଲୋମିଟର ଦୂରରେ ଆଳୁ ଗାଡି ଅଟକି ଥୂବା ମିଳିଛି ସୂଚନା । ଏପଟେ ଯୋଗାଣ ମନ୍ତ୍ରୀଙ୍କ ତାଗିଦ୍ ପରେ ବି ୩୨ ତାଙ୍କ ପରିବର୍ତେ ୪୫-୫୦ ଟଙ୍କାରେ ଆଳୁ ବିକ୍ରି କରୁଛନ୍ତି ବ୍ୟବସାୟୀ। ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଳୁ ସଙ୍କଟ ଦୂର କରିବା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଦିଲ୍ଲୀରେ ଭେଟି ଆଲୋଚନା କରିଛନ୍ତି। ଏତେ ପରେ ବି ଓଡ଼ିଶାବାସୀଙ୍କ ପ୍ରତି ଦରଦ ଦେଖାଇନାହାନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ। ଆଳୁ ଗାଡ଼ି ସେମିତି ଅଟକି ରହିଛି ପଶ୍ଚିମବଙ୍ଗ-ଓଡ଼ିଶା ସୀମାରେ । ଯଦିଓ ୬୦ରୁ ୭୦ ଗାଡ଼ି ଗଳା ବାଟ ଦେଇ ଓଡ଼ିଶା ବଜାରକୁ ଆସିଛି ତଥାପି ଏହା ଯଥେଷ୍ଟ ନୁହେଁ ।

What's Your Reaction?

like

dislike

love

funny

angry

sad

wow