ଉପନିର୍ବାଚନରେ ବିଜେଡିର ବାଜିମାତ
ଉପନିର୍ବାଚନରେ ବିଜେଡିର ବାଜିମାତ । ଭାପୁର ବ୍ଲକରେ ପୁଣି ଥରେ ଅଧ୍ୟକ୍ଷା ପଦ ହାତେଇଲେ ସାବିତ୍ରୀ ପ୍ରଧାନ l ବ୍ଲକ ଅଧ୍ୟକ୍ଷା ଭାବେ ନିଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ସାବିତ୍ରୀ ପ୍ରଧାନ । ସାବିତ୍ରୀଙ୍କୁ ମୋଟ ୨୦ ଜଣରୁ ୧୬ ଜଣ ସମିତି ସଭ୍ୟଙ୍କ ରହିଛି ସମର୍ଥନ। ଅନ୍ୟ ୪ ଜଣ ସମିତିସଭ୍ୟ ଥିଲେ ଅନୁପସ୍ଥିତ। ଗତ ନିର୍ବାଚନରେ ସାବିତ୍ରୀ ପ୍ରଧାନ ବିଜେଡ଼ି ପକ୍ଷରୁ ଖଣ୍ଡପଡା ନିର୍ବାଚନ ମଣ୍ଡଳୀ ପାଇଁ ଥିଲେ ପ୍ରାର୍ଥୀ l
What's Your Reaction?