କାମଚାତକାରେ ନିଖୋଜ ହୋଇଯାଇଛି ରୁଷର ଏକ ହେଲିକପ୍ଟର
ରୁଷରେ ଘଟିଛି ଏକ ବଡ ଅଘଟଣ।କାମଚାତକାରେ ନିଖୋଜ ହୋଇଯାଇଛି ରୁଷର ଏକ ହେଲିକପ୍ଟର । ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ନେଇ କରାଯାଉଛି ଆଶଙ୍କା। ଏମଆଇ-୮ଟି ହେଲିକପ୍ଟରରେ କ୍ରୁ ସଦସ୍ୟଙ୍କ ସମେତ ଥିଲେ ୨୨ ଜଣ । ଏମଆଇ-୮ଟି ହେଲିକପ୍ଟର ଶନିବାର ରୁଷର ପୂର୍ବ ଅଞ୍ଚଳରେ ସ୍ଥିତ କାମଚାତକା ପେନିସୁଲାରୁ ଭରିଥିଲା ଉଡାଣ। ଗନ୍ତବ୍ୟସ୍ଥଳରେ ହେଲିକପ୍ଟର ନିଶ୍ଚିତ ହୋଇଥିବା ସମୟରେ ନ ପହଞ୍ଚିବାରୁ ତଲାସି ଅଭିଯାନ ହୋଇଛି ଆରମ୍ଭ ।
What's Your Reaction?