ଖୁବ୍‌ ଶୀଘ୍ର ଦୂର ହେବ ଆଳୁ ସଂକଟ : ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

Aug 8, 2024 - 14:04
 0  4
ଖୁବ୍‌ ଶୀଘ୍ର ଦୂର ହେବ ଆଳୁ ସଂକଟ  : ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ବେଲଗାମ ହେଲା ଆଳୁ ଦର । ରାଜ୍ୟରେ ଲଗାତାର ଦେଖାଦେଇଛି ଆଳୁ ସଂକଟ ।ବିଭିନ୍ନ ସ୍ଥାନରେ ଆଳୁ ଦର ରହିଛି ୪୫-୬୦ ଟଙ୍କା । ଆଳୁ ଗାଡ଼ି ଆସୁନଥିବାରୁ ଦର ବଢ଼ିଥିବା କହିଲେ ବ୍ୟବସାୟୀ । ସେପଟେ ଦିନେ ଦୁଇ ଦିନ ମଧ୍ୟରେ ସମସ୍ୟା ସମାଧାନ ହେବ କହିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଆତଙ୍କିତ ନହେବାକୁ ଖାଉଟିଙ୍କୁ ଦେଲେ ପରାମର୍ଶ ।
ସେ କହିଛନ୍ତି ପଶ୍ଚିମବଙ୍ଗରୁ ଆସିଲାଣି ଆଳୁ। କେହି ଖାଉଟି ଆତଙ୍କିତ ହୁଅନ୍ତୁ ନାହିଁ, ଖୁବ୍‌ ଶୀଘ୍ର ଦୂର ହେବ ସମସ୍ୟା । 

What's Your Reaction?

like

dislike

love

funny

angry

sad

wow