ଗୁଳିକାଣ୍ଡରେ ଯୁବକଙ୍କ ମୃତ୍ୟୁ ଘଟଣା : ଆମକୁ ନ୍ୟାୟ ଦିଅ ଦାବିରେ ପୋଡାଜଳା

Nov 6, 2026 - 17:14
ଗୁଳିକାଣ୍ଡରେ ଯୁବକଙ୍କ ମୃତ୍ୟୁ ଘଟଣା : ଆମକୁ ନ୍ୟାୟ ଦିଅ ଦାବିରେ ପୋଡାଜଳା

ସୁନ୍ଦରଗଡ଼ ଦର୍ଲିପାଲିରେ ଗୁଳିକାଣ୍ଡରେ ଯୁବକଙ୍କ ମୃତ୍ୟୁ ଘଟଣା । ନ୍ୟାୟ ଦାବିରେ ଉତ୍ତ୍ୟକ୍ତ ଲୋକଙ୍କ ପୋଡ଼ାଜଳା । ଅଗ୍ନିଶମ ଗାଡ଼ିକୁ ମଧ୍ୟ ଅଟକାଇଲେ ପ୍ରତିବାଦକାରୀ । ଏହା ପରେ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି 

 ସୁନ୍ଦରଗଡ଼ ଦର୍ଲିପାଲିରେ ଗୁଳିକାଣ୍ଡରେ ଯୁବକଙ୍କ ମୃତ୍ୟୁ ଘଟଣା । ନ୍ୟାୟ ଦାବିରେ ଉତ୍ତ୍ୟକ୍ତ ଲୋକଙ୍କ ପୋଡ଼ାଜଳା । ଅଗ୍ନିଶମ ଗାଡ଼ିକୁ ମଧ୍ୟ ଅଟକାଇଲେ ପ୍ରତିବାଦକାରୀ । ଏହା ପରେ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି । ପରିସ୍ଥିତିକୁ ନଜରରେ ରଖି ବ୍ୟାପକ ପୁଲିସ ମୁତୟନ କରାଯାଇଛି । ଗତକାଲି ଗୁଳିକାଣ୍ଡରେ ଜଣେ ଯୁବକ ଙ୍କ ହୋଇଥିଲା ମୃତ୍ୟୁ । ଆଜି ଉତ୍ୟକ୍ତ ଲୋକେ UFTOA କାର୍ଯ୍ୟାଳୟ ଜାଳିଦେଇଛନ୍ତି ।  ଅନ୍ୟପଟେ ପୁଲିସ ୧୧ ଜଣକୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି । .. 

What's Your Reaction?

like

dislike

love

funny

angry

sad

wow