ଗୋମାତାଙ୍କ ସୁରକ୍ଷା ପାଇଁ ତିଆରି କରାଯିବ ଦୁଇ ଶହ ଗୋଶାଳା

Sep 11, 2024 - 13:48
 0  3
ଗୋମାତାଙ୍କ ସୁରକ୍ଷା  ପାଇଁ  ତିଆରି କରାଯିବ ଦୁଇ ଶହ ଗୋଶାଳା

ରାଜ୍ୟରେ ତିଆରି କରାଯିବ ଦୁଇ ଶହ ଗୋଶାଳା । ଏନେଇ ଆଜି ବିଧାନସଭା ଗୃହରେ ସୂଚନା ଦେଇଛନ୍ତି  ମତ୍ସ୍ୟ ଓ ପଶୁ ସଂପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ।  ଗୋମାତାଙ୍କ ସୁରକ୍ଷା ଓ ଯତ୍ନ ପାଇଁ ନିର୍ମାଣ ହେବ ଏହି ଗୋଶାଳା। ଗୋଶାଳା ନିର୍ମାଣ କରିବା ପାଇଁ ସରକାର ମଧ୍ୟ ଦେଉଛନ୍ତି  ଋଣ। ସେଥିରୁ ୯୦% ଋଣ ଛାଡ଼ର  ରହିଛି ବ୍ୟବସ୍ଥା। ଏହାସହିତ ଗୋଖାଦ୍ୟ ପାଇଁ ମଧ୍ୟ ମିଳିବ ଦୈନିକ ମିଳିବ ୫୪ ଟଙ୍କା। ଗୋଶାଳା ନିର୍ମାଣ କରିବାକୁ ସବୁ ବିଧାୟକଙ୍କୁ ଅପିଲ୍ ମଧ୍ୟ କରିଛନ୍ତି ମନ୍ତ୍ରୀ ।

What's Your Reaction?

like

dislike

love

funny

angry

sad

wow