ପୁଣି ଓଡିଶାକୁ ଧମକ ଦେଲା ଗୁରପତୱନ୍ତ ସିଂ ପନୁ

ପୁଣି ଓଡିଶାକୁ ଧମକ ଦେଲା ଖଲିସ୍ଥାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂ ପନୁ। ପ୍ରବାସୀ ଭାରତୀୟ ଦିବସ ବ୍ୟାଘାତ ପାଇଁ ମେଲ ଯୋଗେ ସେ ଦେଇଛି ଧମକ। ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କ ନିକଟକୁ ଆସିଛି ଏହି ଧମକପୂର୍ଣ୍ଣ ଭିଡିଓ ମେଲ। ଆସନ୍ତା ୮ ତାରିଖରୁ ଭୁବନେଶ୍ୱରରେ ହେବାକୁ ଯାଉଛି ପ୍ରବାସୀ ଭାରତୀୟ ସମ୍ମିଳନୀ। ବିମାନ ବନ୍ଦରରୁ ଜନତା ମୈଦାନ ପର୍ଯ୍ୟନ୍ତ ସତର୍କ ରହିବାକୁ ଦିଆଯାଇଛି ଧମକ ।
What's Your Reaction?






