ପୁଣି ଚିନ୍ତା ବଢ଼ାଇଲା ଦିଲ୍ଲୀ ପ୍ରଦୂଷଣ

ପୁଣି ଚିନ୍ତା ବଢ଼ାଇଲା ଦିଲ୍ଲୀ ପ୍ରଦୂଷଣ

ପୁଣି ଚିନ୍ତା ବଢ଼ାଇଲା ଦିଲ୍ଲୀ ପ୍ରଦୂଷଣ ।ଜାତୀୟ ରାଜଧାନୀର ବିଭିନ୍ନ ସ୍ଥାନରେ ‘ଅତ୍ୟନ୍ତ ଖରାପ’ ଶ୍ରେଣୀକୁ ଖସିଛି  ବାୟୁର ଗୁଣବତ୍ତା ସୂଚକାଙ୍କ  । ଦିଲ୍ଲୀରେ ଦେଖିବାକୁ ମିଳିଛି କୁହୁଡ଼ି ମିଶ୍ରିତ ବହଳ ଧୂଆଁର ସ୍ତର । ଗତକାଲି  ଦିଲ୍ଲୀ-ଏନ୍‌ସିଆର୍‌ର କିଛି ଅଂଶରେ ଖରାପ ରହିଥିଲା ବାୟୁମାନ ସୂଚକାଙ୍କ। ୨୫୦ରୁ ୩୦୦ ମଧ୍ୟରେ ରହୁଛି  ଦିଲ୍ଲୀର ଅଧିକାଂଶ ସ୍ଥାନର ଏକ୍ୟୁଆଇ, ଯାହା କି ଚିନ୍ତାଜନକ ସ୍ଥିତି ।