ପ୍ରବଳ ଗରମରୁ ମିଳିବ ସାମୟିକ ବିରତି

Apr 27, 2025 - 14:02
 0  7
ପ୍ରବଳ ଗରମରୁ ମିଳିବ ସାମୟିକ ବିରତି

ପ୍ରବଳ ଗରମରୁ ମିଳିବ ସାମୟିକ ବିରତି।କାଳବୈଶାଖୀ ପ୍ରଭାବରେ ଆଜିଠୁ ରାଜ୍ୟରେ ହେବ ବର୍ଷା। ଅଧିକାଂଶ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ରହିଛି ସମ୍ଭାବନା। ଦକ୍ଷିଣ ଓ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ଝଡ଼ ବର୍ଷା ଆଶଙ୍କା ରହିଥିବାବେଳେ ୫୦ରୁ ୬୦ କିମି ବେଗରେ  ବହିପାରେ ପବନ। ଏଭଳି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ । 

What's Your Reaction?

like

dislike

love

funny

angry

sad

wow