ଫାର୍ମା କମ୍ପାନୀ ବିସ୍ଫୋରଣ ଘଟଣାରେ ମୃତକ ଓ ଗୁରୁତରଙ୍କ ପାଇଁ କ୍ଷତିପୂରଣ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ

Aug 22, 2024 - 14:35
 0  3
ଫାର୍ମା କମ୍ପାନୀ ବିସ୍ଫୋରଣ ଘଟଣାରେ ମୃତକ ଓ ଗୁରୁତରଙ୍କ ପାଇଁ କ୍ଷତିପୂରଣ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ

ଆନ୍ଧ୍ର-ପ୍ରଦେଶରେ ଅନକାପଲ୍ଲୀରେ ଫାର୍ମା କମ୍ପାନୀ ରିଆକ୍ଟରରେ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା  ୧୭କୁ ବୃଦ୍ଧି । ଏଥିରେ ୩୩ରୁ ଅଧିକ ହୋଇଛନ୍ତି ଆହତ। ଗୁରୁତରମାନଙ୍କୁ ହାସପାତାଳରେ ଭର୍ତ୍ତି କରାଯାଇ ଜାରି ରହିଛି ଚିକିତ୍ସା । ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିବା ସହ ପ୍ରଭାବିତ ଲୋକଙ୍କ ପାଇଁ କ୍ଷତିପୂରଣ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାରକୁ ୨ ଲକ୍ଷ ଟଙ୍କା ଆର୍ଥିକ କ୍ଷତିପୂରଣ ପ୍ରଦାନ କରାଯିବ। ଏହା ବ୍ୟତୀତ ଆହତମାନଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରାଯିବ।

What's Your Reaction?

like

dislike

love

funny

angry

sad

wow