ବ୍ରିଜ୍ ଉପରେ ପ୍ରବାହିତ ହେଉଛି ଚାରି ଫୁଟ ଉଚ୍ଚର ପାଣି
![ବ୍ରିଜ୍ ଉପରେ ପ୍ରବାହିତ ହେଉଛି ଚାରି ଫୁଟ ଉଚ୍ଚର ପାଣି](https://kalingascroll.in/uploads/images/202408/image_870x_66adf358ad0cf.jpg)
ମାଲକାନିଗରି ଜିଲ୍ଲା ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ ର କାଙ୍ଗୁରୁକୋଣ୍ଡା ଏବଂ ପୋଟେରୁ ବ୍ରିଜ୍ ଉପରେ ପ୍ରବାହିତ ହେଉଛି ଚାରି ଫୁଟ ଉଚ୍ଚର ପାଣି । ଫଳରେ ରାସ୍ତାର ଦୁଇ ପଟେ ଅଟକି ରହିଛି ଶତାଧିକ ଗାଡି। ଗତ ଏକ ମାସ ମଧ୍ୟରେ ଏହି ବ୍ରିଜ୍ ଉପରେ ଚାରି ଥର ପ୍ରବାହିତ ହେଲାଣି ପାଣି । ଫଳରେ ମାଲକାନଗିରି ମୋଟୁ , ଆନ୍ଧ୍ର ଏବଂ ତେଲେଙ୍ଗାନାକୁ ବିଚ୍ଛିନ୍ନ ହୋଇଛି ଯୋଗାଯୋଗ। ଗତ କିଛି ଦିନ ହେବ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ବିଶେଷ ଭାବରେ ପ୍ରଭାବିତ ହୋଇଛି ଜୀବନଯାତ୍ରା ।
What's Your Reaction?
![like](https://kalingascroll.in/assets/img/reactions/like.png)
![dislike](https://kalingascroll.in/assets/img/reactions/dislike.png)
![love](https://kalingascroll.in/assets/img/reactions/love.png)
![funny](https://kalingascroll.in/assets/img/reactions/funny.png)
![angry](https://kalingascroll.in/assets/img/reactions/angry.png)
![sad](https://kalingascroll.in/assets/img/reactions/sad.png)
![wow](https://kalingascroll.in/assets/img/reactions/wow.png)