ମା ସମଲେଇଙ୍କ ମନ୍ଦିରରେ ପହଂଚିବ ନୂଆ ଧାନ

Sep 3, 2024 - 12:39
 0  1
ମା ସମଲେଇଙ୍କ ମନ୍ଦିରରେ ପହଂଚିବ ନୂଆ ଧାନ

ଆଉ କିଛିଟା ଦିନପରେ ପାଳନ ହେବ ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ । ଯାହାକୁ ନେଇ ପଶ୍ଚିମ ଓଡିଶା ଚଳଚଂଚଳ । ଏଥିପାଇଁ ଆଉ କିିିଛି ସମୟ ପରେ ମା ସମଲେଇଙ୍କ ମନ୍ଦିରରେ ପହଂଚିବ ନୂଆ ଧାନ । ଏହି ଧାନକୁ ବଲବସପୁର ଗ୍ରାମର ସୁବାସ ବେହେରା ମନ୍ଦିର କତ୍ତୃପକ୍ଷଙ୍କୁ କରିବେ ପ୍ରଦାନ । ସେଥିପାଇଁ ମନ୍ଦିର କତ୍ତୃପକ୍ଷଙ୍କ ତରଫରୁ ସମସ୍ତ ପ୍ରସ୍ତୁତି ହୋଇଛି ଶେଷ । ମା’ଙ୍କ ମନ୍ଦିରକୁ ପ୍ରଦାନ କରାଯାଉଥିବା ଧାନ ଚାଷ ନିମନ୍ତେ ସ୍ଵତନ୍ତ୍ର ଭାବେ ଶ୍ରୀ ବେହେରା କରିଥାନ୍ତି ଏହାର ଚାଷ । ଆଉ ଏହି ଧାନରୁ ପୂଜକମାନେ ନିଷ୍ଠାର ସହିତ ପ୍ରସ୍ତୁତ କରନ୍ତି ନବାନ୍ନ।

What's Your Reaction?

like

dislike

love

funny

angry

sad

wow