ଯାତ୍ରାରେ ଅଶ୍ଲୀଳ ନୃତ୍ୟ ପରିବେଷଣ ପ୍ରସଙ୍ଗରେ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା

Oct 30, 2024 - 16:25
 0  2
ଯାତ୍ରାରେ ଅଶ୍ଲୀଳ ନୃତ୍ୟ ପରିବେଷଣ ପ୍ରସଙ୍ଗରେ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା

ଯାତ୍ରାରେ ଅଶ୍ଲୀଳ ନୃତ୍ୟ ପରିବେଷଣ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି ଯେ, ଯାତ୍ରାରେ ଏଭଳି ନୃତ୍ୟ ଓଡ଼ିଆ ସଂସ୍କୃତି ବିରୋଧୀ ।  ଯାତ୍ରାରେ ଯେମିତି ଅଶ୍ଳିଳତା ନ ରହିବ ,ସେଥିପ୍ରତି ଯାତ୍ରା ମାଲିକ ମାନେ ନିଷ୍ପତି ନେବା ଆବଶ୍ୟକ  । ସରକାର ବି ଏ ଦିଗରେ ତର୍ଜମା କରୁଛନ୍ତି । ଯାତ୍ରା ମାଲିକ ମାନଙ୍କୁ ଅନୁରୋଧ ଏ ଘଟଣାରେ ଚିନ୍ତା କରି ଖୁବଶୀଘ୍ର ନିଷ୍ପତ୍ତି ନିଅନ୍ତୁ ବୋଲି କହିଛନ୍ତି ମନ୍ତ୍ରୀ  । ସେ ଆହୁରି କହିଛନ୍ତି ଯେ, ବାର୍ ଡାନ୍ସ ବି ଓଡ଼ିଆ ସଂସ୍କୃତି ବିରୋଧୀ । ସେଥିପାଇଁ ନିୟମ ଆଣିବେ ସରକାର । ବାର୍‌ରେ କେବଳ ପରିବେଷଣ ହେବ ଅକ୍ରେଷ୍ଟ୍ରା ଗୀତ ସଙ୍ଗୀତ I

What's Your Reaction?

like

dislike

love

funny

angry

sad

wow