ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ପରଲୋକ

Jan 25, 2026 - 15:00
 0  0
ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ପରଲୋକ

ଓଲିଉଡର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ପରଲୋକ।ଲିଭିର୍ ଜନିତ ସମସ୍ୟା ଯୋଗୁଁ ଦୀର୍ଘ ଦିନ ଧରି  ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ହୋଇଛି ଦେହାନ୍ତ । ୫୪ ବର୍ଷ ବୟସରେ ଆଖି ବୁଜିଛନ୍ତି ଅଭିଜିତ୍ ।ଓଡିଆ, ସମ୍ବଲପୁରୀ ଚଳଚ୍ଚିତ୍ର ଏବଂ ଆଲବମରେ ସେ ଅନେକ ଗୀତ ଗାଇବା ସହ ଦେଇଛନ୍ତି ନିର୍ଦ୍ଦେଶନା । ଜଣେ ଉଚ୍ଚ କୋଟିର ସଙ୍ଗୀତ ନିର୍ଦ୍ଦେଶକଙ୍କୁ ହରାଇ ଶୋକାକୂଳ ହୋଇଛି  ସଙ୍ଗୀତ ଜଗତ ।

What's Your Reaction?

like

dislike

love

funny

angry

sad

wow