ହାଇକେର୍ଟରୁ ବିଜେଡି ନେତା ରଘୁନନ୍ଦନଙ୍କୁ ମିଳଛି ଆଗୁଆ ଜାମିନ

Jul 19, 2024 - 15:50
 0  2
ହାଇକେର୍ଟରୁ ବିଜେଡି ନେତା ରଘୁନନ୍ଦନଙ୍କୁ ମିଳଛି ଆଗୁଆ ଜାମିନ

ବିବାଦରେ ଫସିଥିବା ବିଜେଡି ନେତା ରଘୁନନ୍ଦନ ଦାସଙ୍କୁ ମିଳିଛି ଆଶ୍ୱସ୍ତି । ହାଇକେର୍ଟରୁ ରଘୁନନ୍ଦନଙ୍କୁ ମିଳଛି ଆଗୁଆ ଜାମିନ । ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ କ୍ବାଟର୍ସରେ ହୋଇଥିବା ନିର୍ମାଣ ସମ୍ପର୍କିତ ଖବର ସଂଗ୍ରହ  କରିବା ସମୟରେ ରଘୁନନ୍ଦନ ଜଣେ ମହିଳା ଖବରଦାତାଙ୍କ ଉପରକୁ କୁକୁର ଛାଡ଼ିଥିବା ନେଇ ରଘୁନନ୍ଦନଙ୍କ ନାଁରେ କ୍ୟାପିଟାଲ ଥାନାରେ ହୋଇଥିଲା ମାମଲା ରୁଜୁ । ଏ ନେଇ ପୋଲିସ ରଘୁନନ୍ଦନଙ୍କ ଘରକୁ ଯାଇ ଘଟଣାର କରିଥିଲା ଯାଞ୍ଚ । ଗିରଫ ଭୟରେ ରଘୁନନ୍ଦନ ହାଇକୋର୍ଟରେ କରିଥିଲେ ଆଗୁଆ ଜାମିନ ଆବେଦନ । ଏନେଇ ନିମ୍ନ ଅଦାଲତରେ ଆତ୍ମ ସମର୍ପଣ ପରେ ରଘୁନନ୍ଦନ ଜାମିନରେ ଯାଇପାରିବେ ବୋଲି କୋର୍ଟ ଦେଇଛନ୍ତି ନିର୍ଦ୍ଦେଶ ।

What's Your Reaction?

like

dislike

love

funny

angry

sad

wow