ଅଯୋଗ୍ୟ ଘୋଷିତ ହେଲେ ଦେବଗଡ଼ ପୌରାଧ୍ୟକ୍ଷା ଶାନ୍ତିମଞ୍ଜରୀ ଦେଇ

Jan 29, 2025 - 15:50
 0  2
ଅଯୋଗ୍ୟ ଘୋଷିତ ହେଲେ ଦେବଗଡ଼ ପୌରାଧ୍ୟକ୍ଷା ଶାନ୍ତିମଞ୍ଜରୀ ଦେଇ

ଅଯୋଗ୍ୟ ଘୋଷିତ ହେଲେ ଦେବଗଡ଼ ପୌରାଧ୍ୟକ୍ଷା ଶାନ୍ତିମଞ୍ଜରୀ ଦେଇ। ପୌର ଅଧ୍ୟକ୍ଷାଙ୍କୁ ତତ୍କାଳ କାର୍ଯ୍ୟରୁ ହଟାଇବାକୁ ଦିଆଯାଇଛି ନିର୍ଦ୍ଦେଶ ।ଏନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜାରି କରାଯାଇଛି ଚିଠି । ରାଜ୍ୟପାଳଙ୍କ ଆଦେଶ ଅନୁଯାୟୀ ଚିଠି ଜାରି କରାଯାଇଥିବା ମିଳିଛି ସୂଚନା। ଜିଲ୍ଲାପାଳଙ୍କ ତଦନ୍ତ ରିପୋର୍ଟ ଆଧାରରେ ନିଆଯିବ କାର୍ଯ୍ୟାନୁଷ୍ଠାନ। ପୌରାଧ୍ୟକ୍ଷାଙ୍କ ବିରୋଧରେ ଅନିୟମିତତା ନେଇ ହୋଇଥିଲା ଅଭିଯୋଗ । ପୂର୍ବରୁ ଦେବଗଡ଼ ପୌରାଧ୍ୟକ୍ଷାଙ୍କୁ ଜାରି କରାଯାଇଥିଲା କାରଣ ଦର୍ଶାଅ ନୋଟିସ୍।

What's Your Reaction?

like

dislike

love

funny

angry

sad

wow