ଅଲଗା ହେଲେ ଚହଲ - ଧନଶ୍ରୀ

ଶେଷରେ ପରସ୍ପରଠୁ ଅଲଗା ହେଲେ କ୍ରିକେଟର ୟୁଜବେନ୍ଦ୍ର ଚହଲ ଓ ନୃତ୍ୟଶିଳ୍ପୀ ତଥା ପତ୍ନୀ ଧନଶ୍ରୀ । ଉଭୟଙ୍କ ମଧ୍ୟରେ ବିଚ୍ଛେଦ ହୋଇଛି ଆଇନଗତ ବିବାହ । ୧୮ମାସ ହେବ ପରସ୍ପରଠୁ ଅଲଗା ହେବା ପରେ ଏବେ ଉଭୟଙ୍କଠୁ ହୋଇଛନ୍ତି ଅଲଗା । ବାନ୍ଦ୍ରା ଫ୍ୟାମିଲି ଅଦାଲତରେ ବିବାହ ବିଚ୍ଛେଦ ପାଇଁ ଚାଲିଥିବାବେଳେ ଗୁରୁବାର ମୋହର ମାରିଛନ୍ତି ଅଦାଲତରେ ।
What's Your Reaction?






