ଅଷ୍ଟମ ବେତନ କମିଶନକୁ କ୍ୟାବିନେଟର ମଞ୍ଜୁରି

Jan 16, 2025 - 18:39
 0  2
ଅଷ୍ଟମ ବେତନ କମିଶନକୁ କ୍ୟାବିନେଟର ମଞ୍ଜୁରି

କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ବଡ଼ ଭେଟି ।ସମସ୍ତ କଳ୍ପନାଜଳ୍ପନାକୁ ଅନ୍ତ ଘଟାଇ ଅଷ୍ଟମ ବେତନ କମିଶନକୁ ମଞ୍ଜୁରୀ ଦେଇଛନ୍ତି ମୋଦୀ ସରକାର । ଏହା ଦ୍ୱାରା ସରକାରୀ କର୍ମଚାରୀଙ୍କ ଦରମାରେ ଘଟିବ ଏକ ବିରାଟ ବୃଦ୍ଧି ।

What's Your Reaction?

like

dislike

love

funny

angry

sad

wow