ଅହେତୁକ ବୃଦ୍ଧି ପରେ ଖସିଲା ସୁନା, ରୁପା ଦର

Jan 30, 2026 - 15:43
 0  1
ଅହେତୁକ ବୃଦ୍ଧି ପରେ ଖସିଲା ସୁନା, ରୁପା ଦର

ଅହେତୁକ ବୃଦ୍ଧି ପରେ ଖସିଲା ସୁନା, ରୁପା ଦର । ୨୪ କ୍ୟାରେଟ୍ ସୁନା ଦର ୮ ହଜାର ୨୩୦ ଟଙ୍କା ହେଲା ହ୍ରାସ। ବର୍ତ୍ତମାନ ୧୦ ଗ୍ରାମ ପିଛା ୧ ଲକ୍ଷ ୭୦ ହଜାର ୬୨୦ ଟଙ୍କା ରହିଛି ୨୪ କ୍ୟାରେଟ୍ ସୁନା ଦର। ୨୨ କ୍ୟାରେଟ୍ ସୁନା ଦର ଆଜି ୭ ହଜାର ୫୫୦ ଟଙ୍କା କମି ୧୦ ଗ୍ରାମ ପିଛା ହୋଇଛି ୧ ଲକ୍ଷ ୫୬ ହଜାର ୪୦୦ ଟଙ୍କା । ଗତକାଲି ଦିନକରେ ୧୧ ହଜାର ଟଙ୍କା ବଢ଼ିଥିଲା ସୁନା ଦର । ସେହିପରି କେଜି ପିଛା ୧୦ ହଜାର ଟଙ୍କା ହ୍ରାସ ପାଇ ଆଜି ୪ ଲକ୍ଷ ୧୫ ହଜାର ଟଙ୍କା ରହିଛି ରୁପା ଦର ।

What's Your Reaction?

like

dislike

love

funny

angry

sad

wow