ଆମେରିକାକୁ ଇରାନର ଚେତାବନୀ

Mar 30, 2026 - 18:32
 0  0
ଆମେରିକାକୁ ଇରାନର ଚେତାବନୀ

ଇରାନର ପ୍ରମୁଖ ଖବରକାଗଜ ତେହେରାନ ଟାଇମ୍ସ ନିଜର ପ୍ରଥମ ପୃଷ୍ଠାରେ ଆମେରିକାକୁ ଏକ କଡ଼ା ବାର୍ତ୍ତା ଜାରି କରି ଆକ୍ରମଣ ବିରୁଦ୍ଧରେ ଦେଇଛି ଖୋଲାଖୋଲି ଚେତାବନୀ । ସମ୍ବାଦପତ୍ରରେ ସ୍ପଷ୍ଟ ଭାବରେ କୁହାଯାଇଛି ଯେ, ଯଦି ବିଦେଶୀ ସୈନ୍ୟ ଇରାନ ମାଟିରେ ପାଦ ରଖନ୍ତି ତେବେ ସେମାନେ ଘରକୁ ଫେରିବେ କେବଳ 'କଫିନରେ'। ପ୍ରଥମ ପୃଷ୍ଠାର ଶୀର୍ଷକରେ ବଡ଼ ବଡ଼ ଅକ୍ଷରରେ ଲେଖାହୋଇଛି ଯେ, ‘ୱେଲକମ୍ ଟୁ ହେଲ୍' ଅର୍ଥାତ 'ନର୍କକୁ ସ୍ବାଗତ' । ଏହି ଚେତାବନୀ ଏପରି ଏକ ସମୟରେ ଆସିଛି ଯେତେବେଳେ ଇରାନରେ ସ୍ଥଳ ସାମରିକ ଅଭିଯାନ ଆରମ୍ଭ କରିବାର ଯୋଜନା କରୁଛି ଆମେରିକା ।

What's Your Reaction?

like

dislike

love

funny

angry

sad

wow