ଆସନ୍ତା କାଲି ଓଡ଼ିଶା ବନ୍ଦ

Jan 27, 2026 - 16:33
 0  22
ଆସନ୍ତା କାଲି ଓଡ଼ିଶା ବନ୍ଦ

ଆସନ୍ତା ଜାନୁଆରୀ ୨୮ରେ ଓଡ଼ିଶା ବନ୍ଦ ଡାକରା ଦେଇଛି ନବନିର୍ମାଣ କୃଷକ ସଂଗଠନ l ସକାଳ ୬ଟାରୁ ୨ଟା ପର୍ଯ୍ୟନ୍ତ ବନ୍ଦ ରହିବ ଓଡ଼ିଶା  l ନବନିର୍ମାଣ କୃଷକ ସଂଗଠନ ସହ ନବନିର୍ମାଣ ଯୁବଛାତ୍ର ସଂଗଠନ ମଧ୍ୟ ଏହି ବନ୍ଦ ଡାକରାରେ ହୋଇଛି  ସାମିଲ । ସେପଟେ ଓଡ଼ିଶା ବନ୍ଦକୁ ପୂର୍ଣ୍ଣ ସମର୍ଥନ ଜଣାଇଛି ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ ।ସେହିପରି ବିଜେଡି ମଧ୍ୟ ସମର୍ଥନ ଜଣାଇ ବନ୍ଦ ଡାକରା ପାଇଁ ଜଣାଇଛି ସାଧୁବାଦ । ଏହାସହ ଏହି ବନ୍ଦ ଡାକରାକୁ ସିପିଆଇ ପକ୍ଷରୁ ମଧ୍ୟ କରାଯାଇଛି ସମର୍ଥନ ।ତେବେ ବିଭିନ୍ନ ଅବ୍ୟବସ୍ଥା ତଥା ଦାବିକୁ ନେଇ ଦିଆଯାଇଛି ଓଡ଼ିଶା ବନ୍ଦ ଡାକରା ।

What's Your Reaction?

like

dislike

love

funny

angry

sad

wow