ଆସାମ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ତାଲିକା ଜାରି କଲା ବିଜେପି
ଆସାମ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ତାଲିକା ଜାରି କଲା ବିଜେପି। ୮୮ଟି ଆସନର ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଦଳ। ଏହି ଅନୁସାରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ତାଙ୍କ ପାରମ୍ପରିକ ଆସନ ଜାଲୁକବାରିରୁ ଲଢିବେ ନିର୍ବାଚନ । ସେହିପରି ଗତକାଲି ବିଜେପିରେ ସାମିଲ ହୋଇଥିବା ନଗାଁଓର ଲୋକସଭା ସାଂସଦ ପ୍ରଦ୍ୟୁତ୍ ବୋରଦୋଲୋଇ ଦିସପୁର ଆସନରୁ ଲଢିବେ। ଆସାମ ବିଧାନସଭା ପାଇଁ ଆସନ୍ତା ମାସ ୯ ତାରିଖରେ ହେବ ଭୋଟ ଗ୍ରହଣ ।
What's Your Reaction?