ଆହୁରି ୪ ରହିବ କାଳବୈଶାଖୀ ପ୍ରଭାବ
ପ୍ରବଳ ଖରାରୁ ମିଳାଲା ସାମାନ୍ୟ ଆଶ୍ୱସ୍ତି କାଳବୈଶାଖୀକୁ ନେଇ ୮ ଜିଲ୍ଲାକୁ ଜାରି ହେଲା ସତର୍କ ସୂଚନା । । ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ରହିବ କାଳବୈଶାଖୀ ପ୍ରଭାବ । ଏହାରି ମଧ୍ୟରେ ଆସନ୍ତା ୨୪ ଘଣ୍ଟା ପାଇଁ ୮ ଜିଲ୍ଲାକୁ ବଜ୍ରପାତ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, କଳାହାଣ୍ଡି, ଗଜପତି, ମୟୂରଭଞ୍ଜ ଓ ବାଲେଶ୍ବର ରହିଛି। ସେହିଭଳି କାଳବୈଶାଖୀ ସମୟରେ ଘଣ୍ଟା ପ୍ରତି ୫୦ରୁ ୬୦ କିମି ବେଗରେ ପବନ ସମ୍ଭାବନା ରହିଛି। ଏହା ସହ ୧୬ ଜିଲ୍ଲାକୁ ହଳଦିଆ ସତର୍କ ସୂଚନା ମଧ୍ୟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।
What's Your Reaction?