ଏପ୍ରିଲ ମାସରୁ ଓଡ଼ିଶାରେ ଆରମ୍ଭ ହେବ ଜନଗଣନାର ପ୍ରଥମ ପର୍ଯ୍ୟାୟ

The first phase of the Census will begin in Odisha from the coming month of April. The second phase of the Census will be conducted in February 2027. During the first phase, the enumeration of houses and household assets will be carried out. In the second phase, a door-to-door population count will take place. For this massive exercise, lakhs of census officials will be deployed across the state. Ahead of the process, the Development Commissioner has already held discussions with all district collectors to review preparedness.

Jan 7, 2026 - 18:06
 0  10
ଏପ୍ରିଲ ମାସରୁ ଓଡ଼ିଶାରେ ଆରମ୍ଭ ହେବ ଜନଗଣନାର ପ୍ରଥମ ପର୍ଯ୍ୟାୟ

ଆସନ୍ତା ଏପ୍ରିଲ ମାସରୁ ଓଡ଼ିଶାରେ ଆରମ୍ଭ ହେବ ଜନଗଣନାର ପ୍ରଥମ ପର୍ଯ୍ୟାୟ। ୨୦୨୭ ଫେବୃଆରୀରେ ହେବ ଦ୍ଵିତୀୟ ପର୍ଯ୍ୟାୟ ଜନଗଣନା । ପ୍ରଥମ ପର୍ଯ୍ୟାୟରେ ଘର ଓ ଆସବାବ ପାତ୍ର ଗଣନା ହେବ । ଦ୍ଵିତୀୟ ପର୍ଯ୍ୟାୟରେ ଘରକୁ ଘର ହେବ ଜନ ଗଣନା ।  ଏଥିପାଇଁ ନିଯୁକ୍ତ ହେବେ ଲକ୍ଷାଧିକ ଜନ ଗଣନା ଅଧିକାରୀ। ଏହା ପୂର୍ବରୁ ସବୁ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ଉନ୍ନୟନ କମିଶନର ।

What's Your Reaction?

like

dislike

love

funny

angry

sad

wow