ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ରାହାମା ଫରେଷ୍ଟ ରେଞ୍ଜର ଗିରଫ
The Vigilance Department has arrested Rahama Forest Ranger Rajendra Kumar Samantaray on charges of amassing assets disproportionate to his known sources of income. On Saturday, Vigilance officials conducted raids at four locations linked to the ranger. During the raids, 250 grams of gold, cash amounting to ₹3.69 lakh, and bank deposits worth ₹80.68 lakh were seized. In addition, he owns a multi-storey residential building, a double-storey house, and five valuable plots. The Vigilance Department has estimated the total value of his movable and immovable assets to be more than ₹3 crore. Rajendra began his service career as a forester on November 26, 1985, with a monthly salary of ₹1,500.
ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ରାହାମା ଫରେଷ୍ଟ ରେଞ୍ଜର ରାଜେନ୍ଦ୍ର କୁମାର ସାମନ୍ତରାୟଙ୍କୁ ଗିରଫ କରିଛି ଭିଜିଲାନ୍ସ।ଶନିବାର ଦିନ ରେଞ୍ଜରଙ୍କ ୪ଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ହୋଇଥିଲା ଚଢାଉ।। ଚଢାଉ ବେଳେ ୨୫୦ ଗ୍ରାମ ସୁନା ,ନଗଦ ୩ ଲକ୍ଷ ୬୯ ହଜାର ଟଙ୍କା ,୮୦ ଲକ୍ଷ ୬୮ ହଜାର ଟଙ୍କାର ବ୍ୟାଙ୍କ ଜମା କରାଯାଇଥିଲା ଜବତ ।ଏହାସହ ତଙ୍କର ରହିଛି ଗୋଟିଏ ବହୁତଳ ପ୍ରସାଦ କୋଠା, ଗୋଟିଏ ଦି ତାଲା କୋଠା ସହ ମୂଲ୍ୟବାନ ୫ଟି ପ୍ଲଟ । ମୋଟ ସ୍ଥାବର, ଅସ୍ଥାବର ସମ୍ପତି ମୂଲ୍ୟ ପାୟ ୩ କୋଟି ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରିଛି ଭିଜିଲାନ୍ସ । ୧୯୮୫ ନଭେମ୍ବର ୨୬ରେ୧୫୦୦ ଟଙ୍କା ଦରମାରେ ଫରେଷ୍ଟର ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ ରାଜେନ୍ଦ୍ର।
Jangyaseni Parida