ଓଡ଼ିଶାକୁ ଆସିଲା ଦୁଇ ତାଲା ବୌଦୂତିକ ବସ୍
ପ୍ରଥମ ପର୍ଯ୍ୟାୟରେ ମହାରାଷ୍ଟ୍ରରୁ ଓଡ଼ିଶାକୁ ଆସିଲା ଦୁଇ ତାଲା ବୌଦୂତିକ ବସ୍ ।ଏହି ବସ୍ରେ ରହିଛି ଓଡ଼ିଶାର କଳା, ସଂସ୍କୃତିର ଝଲକ । ଥରେ ବିଦ୍ୟୁତ୍ ସଂଯୋଗ କଲେ ଏହା ପ୍ରାୟ ୨୫୦ରୁ ୩ଶହ କିଲୋମିଟର ଦୂରତା ପର୍ଯ୍ୟନ୍ତ କରି ପାରିବ ଯାତ୍ରା । ବସ୍ଟି ୫୫ ସିଟ୍ ବିଶିଷ୍ଟ ହୋଇଥିବା ବେଳେ ଏହାର ବେଗ ଘଣ୍ଟାପ୍ରତି ରହିଛି ୪୫ କିଲୋମିଟର । ପର୍ଯ୍ୟାୟ କ୍ରମେ ଆସିବ ବାକି ୩ଟି ବସ୍
What's Your Reaction?