କାନାଡାର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ ରାଜ୍ୟପାଳ ମାର୍କ କାର୍ନି

କାନାଡାର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ ପୂର୍ବତନ ରାଜ୍ୟପାଳ ମାର୍କ କାର୍ନି । ସେ ଜଷ୍ଟିନ୍ ଟ୍ରୁଡୋଙ୍କର ନେବେ ସ୍ଥାନ, ଯିଏ ଏହି ବର୍ଷ ଆରମ୍ଭରେ ନିଜ ପଦବୀରୁ ଦେଇଥିଲେ ଇସ୍ତଫା । ରବିବାର ଦିନ ଶାସକ ଲିବରାଲ ପାର୍ଟି ମାର୍କ କାର୍ନିଙ୍କୁ ଏହାର ନେତା ଭାବରେ କରିଛି ନିର୍ବାଚିତ । ୮୬ ପ୍ରତିଶତ ସଦସ୍ୟଙ୍କ ଭୋଟ ଜିତିଥିଲେ ମାର୍କ କାର୍ନି ।
What's Your Reaction?






