କାରାଗାରରୁ ବାହାରିଲେ ଗୁରୁମିତ ରାମ ରହିମ
ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ କାରାଗାରରୁ ବାହାରିଲେ ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମ ରହିମ ,ସିଂ। ବଳାତ୍କାର ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ରାମରହିମଙ୍କୁ ୨୦ ଦିନ ପାଇଁ ମିଳିଛି ପାରୋଲ । ରାମ ରହୀମଙ୍କ ୨୦ଦିନିଆ ପାରୋଲ ଆବେଦନକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନୟବ ସିଂ ସାଇନି । ନିଜ ଦୁଇ ଶିଷ୍ୟଙ୍କୁ ବଳାତ୍କାର ଅଭିଯୋଗରେ ୨୦ବର୍ଷ କାରାଗର ଦଣ୍ଡ ଭୋଗୁଛନ୍ତି ଗୁରୁମିତ ରାମ ରହୀମ ।
What's Your Reaction?