କାଲିଠାରୁ ବୃଦ୍ଧିପାଇବ ବର୍ଷା

Sep 13, 2024 - 17:55
 0  5
 କାଲିଠାରୁ ବୃଦ୍ଧିପାଇବ ବର୍ଷା

ଦକ୍ଷିଣ ପୂର୍ବ ବାଂଲାଦେଶ ଆଖପାଖରେ କେନ୍ଦ୍ରୀଭୂତ ହୋଇଛି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତିକରି ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ନେବ ଅବପାତର ରୂପ। ପ୍ରଭାବରେ ଆଜିଠାରୁ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ହେବାର ରହିଛି ସମ୍ଭାବନା । କାଲିଠାରୁ ବୃଦ୍ଧିପାଇବ ବର୍ଷାର ବିସ୍ତୃତି ଏବଂ  ପରିମାଣ  ।

What's Your Reaction?

like

dislike

love

funny

angry

sad

wow