ଖୁବ୍ଶୀଘ୍ର କେରଳ ଛୁଇଁବ ମୌସୁମୀ

ଖୁବ୍ଶୀଘ୍ର କେରଳ ଛୁଇଁବ ମୌସୁମୀ । ୪ରୁ ୫ଦିନ ମଧ୍ୟରେ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବା ନେଇ ଅନୁକୂଳ ରହିଛି ପାଣିପାଗ । ଏନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ। ଅନ୍ୟପଟେ ଓଡିଶାରେ କଲବଲ କରୁଛି ଗରମ ଓ ଗୁଳୁଗୁଳି ।ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅସହ୍ୟ ହୋଇପଡିଛି ଜନ ଜୀବନ । ବିଶେଷ କରି ରାଜଧାନୀ ଭୁବନେଶ୍ୱରରେ ଅଧିକ ରହୁଛି ତାତି ପ୍ରକୋପ । ଆଜି ଦିନ ୧୧.୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ୩୭.୪° ସେଲସିୟସ ରେକର୍ଡ ହୋଇଛି ତାପମାତ୍ରା ।
What's Your Reaction?






