ଜିତିଲେ ସୁରେଶ ପୂଜାରୀ

ବ୍ରଜରାଜନଗରରେ ଫୁଟିଲା ପଦ୍ମ। ବିଜୟୀ ହେଲେ ଭାଜପା ବିଧାୟକ ପ୍ରାର୍ଥୀ ସୁରେଶ ପୂଜାରୀ। ସୁରେଶ, ବିଜେଡିର ଅଳକା ମହାନ୍ତିଙ୍କୁ ୨୨,୦୦୨ ଭୋଟ ବ୍ୟବଧାନରେ ହରାଇ ବଡ଼ ବିଜୟ ହାସଲ କରିଛନ୍ତି। ସେ ୭୧,୭୯୭ ଭୋଟରେ ହୋଇଛନ୍ତି ବିଜୟୀ ।
What's Your Reaction?