ତାଲିବାନ ଶାସନକୁ ସରକାରୀ ଭାବେ ସ୍ବୀକୃତି ଦେଲା ରୁଷିଆ
Russia has officially recognized the Taliban administration in Afghanistan. Russia is the first country to do so. The Taliban government has called this a bold decision. After discussions between Afghanistan's foreign minister Amir Khan Muttaqi and Russia's ambassador Dmitry Zhironov, Russia granted recognition to the Taliban government.
ଆଫଗାନିସ୍ତାନର ତାଲିବାନ ଶାସନକୁ ସରକାରୀ ଭାବେ ସ୍ବୀକୃତି ଦେଇଛି ରୁଷିଆ। ତାଲିବାନ ସରକାରକୁ ସ୍ବୀକୃତି ଦେବାରେ ରୁଷିଆ ହେଉଛି ପ୍ରଥମ ରାଷ୍ଟ୍ର। ଏହା ଏକ ସାହସିକ ନିଷ୍ପତ୍ତି ବୋଲି କହିଛନ୍ତି ତାଲିବାନ ସରକାର। ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରୀ ଆମରି ଖାଁ ମୁତ୍ତାକି ଓ ରୁଷିଆର ରାଷ୍ଟ୍ରଦୂତ ଦିମିତ୍ରି ଝିରନୋଙ୍କ ମଧ୍ୟରେ ଆଲୋଚନା ପରେ ତାଲିବାନ ସରକାରକୁ ସ୍ବୀକୃତି ଦେଇଛି ରୁଷିଆ ।
What's Your Reaction?