ଧାର୍ଯ୍ୟହେଲା ନୂଆଁଖାଇ ପାଇଁ ଲଗ୍ନ

Aug 6, 2024 - 11:44
 0  5
ଧାର୍ଯ୍ୟହେଲା ନୂଆଁଖାଇ ପାଇଁ ଲଗ୍ନ

ଧାର୍ଯ୍ୟହେଲା ନୂଆଁଖାଇ ପାଇଁ ଲଗ୍ନ। ବଲାଙ୍ଗୀର ଜିଲ୍ଲା ଜ୍ୟୋତିଷ ପଣ୍ଡିତ ମହାସଭା ନବାନ୍ନ ଲଗ୍ନ ନିର୍ଣ୍ଣାୟକ କମିଟି ଦ୍ୱାରା ଧାର୍ଯ୍ୟ ହୋଇଛି ଲଗ୍ନ। ଆସନ୍ତା ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ସେପ୍ଟେମ୍ବର ୮ ତାରିଖ ରବିବାର ବିଶୁଦ୍ଧ ତୁଳା ଲଗ୍ନେ ଶୁଭବେଳା ଦିନ ୯ ଘଣ୍ଟା ୩୫ ମି ରୁ ୧୦ ଘଣ୍ଟା ୭ ମିନିଟ ମଧ୍ୟରେ ଲାଗି ହେବ ନବାନ୍ନ । ପାଟଣାଷ୍ଟେଟ ତଥା ମହାରାଜାଙ୍କ ଇଷ୍ଟଦେବୀ ମାଁ ପାଟଣେଶ୍ୱରୀ ମାଁ ସମଲେଶ୍ବରୀଙ୍କ ରାଶି ନକ୍ଷତ୍ର ଆନୁଯାଇ ଧାର୍ଯ୍ୟ ହେଉଛି ଲଗ୍ନ। ଏ ନେଇ ସୂଚନା ଦେଇଛନ୍ତି ରାଜ ପୁରୋହିତ ସନ୍ତୋଷ କୁମାର ଦାସ।

What's Your Reaction?

like

dislike

love

funny

angry

sad

wow