ଓଡିଶାର ମୁଖ୍ୟ ଆୟକର କମିଶନର ଆଇଆରଏସ ରାହୁଲ କର୍ଣ୍ଣ

Sep 2, 2024 - 11:49
 0  3
ଓଡିଶାର ମୁଖ୍ୟ ଆୟକର କମିଶନର ଆଇଆରଏସ ରାହୁଲ କର୍ଣ୍ଣ

ଓଡିଶାର ମୁଖ୍ୟ ଆୟକର କମିଶନର ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ଆଇଆରଏସ ରାହୁଲ କର୍ଣ୍ଣ  । ୧୯୮୯ ବ୍ୟାଚର ଭାରତୀୟ ରାଜସ୍ୱ ସେବା ଅଧିକାରୀ କର୍ଣ୍ଣ। ଓଡିଶାରେ ଦାୟିତ୍ ଗ୍ରହଣ କରିବା ପୂର୍ବରୁ ସେ ଆୟକର (ଅନୁସନ୍ଧାନ), ବିହାର ଏବଂ ଝାଡ଼ଖଣ୍ଡର ମହାନିର୍ଦ୍ଦେଶକ ଭାବରେ ତୁଲାଇଛନ୍ତି ଦାୟିତ୍ୱ। ଆୟକର ବିଭାଗରେ କାର୍ଯ୍ୟ କରିଥିବାରୁ କର୍ଣ୍ଣଙ୍କୁ କରାଯାଇଛି ବହୁତ ପ୍ରଶଂସା। ଏହାପୂର୍ବରୁ ସେ ମୁମ୍ବାଇରେ ବ୍ୟାଙ୍କ ଅଫ୍ ଇଣ୍ଡିଆ ସହିତ ଥିଲେ ଡେପୁଟେସନରେ।

What's Your Reaction?

like

dislike

love

funny

angry

sad

wow