ଶ୍ରାବଣ ମାସର ଚତୁର୍ଥ ସୋମବାରରେ ଶୈବପୀଠରେ କାଉଡିଆଙ୍କ ଭିଡ

Aug 12, 2024 - 11:13
 0  1
ଶ୍ରାବଣ ମାସର ଚତୁର୍ଥ ସୋମବାରରେ ଶୈବପୀଠରେ କାଉଡିଆଙ୍କ ଭିଡ

ଆଜି ହେଉଛି ଶ୍ରାବଣ ମାସର ଚତୁର୍ଥ ସୋମବାର । ରାଜ୍ୟର ବିଭିନ୍ନ ଶୈବ ପୀଠରେ ଦେବ ଦେବ ମହାଦେବଙ୍କୁ ଦର୍ଶନ କରିବା ପାଇଁ ଭକ୍ତଙ୍କର ନାହିଁ ନ ଥିବା ଭିଡ଼ । ଜଳ ଲାଗି କରୁଛନ୍ତି କାଉଁଡ଼ିଆ । ନିଜର ମନସ୍କାମନା ପୂର୍ଣ୍ଣ କରିବାକୁ କାହିଁ କେତେ ଦୁରୁ ଭକ୍ତ ଆସି ଶିବ ମନ୍ଦିରମାନଙ୍କରେ  କରୁଛନ୍ତି ଗୁହାରୀ। ଭୁବନେଶ୍ୱର ଲିଙ୍ଗରାଜ, ପୁରୀ ଲୋକନାଥ, ଆଠଗଡ଼ ବାବା ଧବଳେଶ୍ୱର, ଭଦ୍ରକ ବାବା ଆଖଣ୍ଡଳ ମଣୀ, ଜଗତସିଂହପୁରର ବାବା ଗୋରେଖନାଥ, ନୟାଗଡ଼ର ଲଡୁବାବା ଏବଂ ଢେଙ୍କାନାଳର କପିଳାସ ପୀଠ ଭଳି ପ୍ରସିଦ୍ଧ ଶୈବ ପୀଠରେ ହଜାର ହଜାର ଶ୍ରଦ୍ଧାଳୁ କରୁଛନ୍ତି ଜଳାଭିଷେକ। 

What's Your Reaction?

like

dislike

love

funny

angry

sad

wow