ପରଲୋକରେ ପୋଲସରାର ପୂର୍ବତନ ବିଧାୟକ

Oct 11, 2024 - 12:39
 0  2
ପରଲୋକରେ ପୋଲସରାର ପୂର୍ବତନ ବିଧାୟକ

 ୬୫ବର୍ଷ ବୟସରେ ଗଞ୍ଜାମ ପୋଲସରାର ପୂର୍ବତନ ବିଧାୟକ ନିରଞ୍ଜନ ପ୍ରଧାନଙ୍କ ପରଲୋକ । ଭୁବନେଶ୍ୱରର ଏକ ଘରୋଇ ହାସପାତାଳରେ ହୋଇଛି ତାଙ୍କର ଦେହାନ୍ତ। ପୋଲସରା ନିର୍ବାଚନ ମଣ୍ଡଳୀରେ ବିଜେଡିରୁ ବିଧାୟକ ହୋଇଥିଲେ ନିରଞ୍ଜନ । ୨୦୦୪ରୁ ୨୦୧୪ ଯାଏଁ ସେ ହୋଇଥିଲେ ବିଧାୟକ । 

What's Your Reaction?

like

dislike

love

funny

angry

sad

wow