ପୀତବାସ ପଣ୍ଡା ହତ୍ୟା ମାମଲାରେ ନୂଆ ମୋଡ଼, ଥାନାରେ ହାଜର ହେଲେ ବିକ୍ରମ ପଣ୍ଡା

Oct 6, 2026 - 12:48
ପୀତବାସ ପଣ୍ଡା ହତ୍ୟା ମାମଲାରେ ନୂଆ ମୋଡ଼, ଥାନାରେ ହାଜର ହେଲେ ବିକ୍ରମ ପଣ୍ଡା

ପୁଣି ବିକ୍ରମ ପଣ୍ଡାଙ୍କ ବିରୁଦ୍ଧରେ ସଙ୍ଗିନ ଅଭିଯୋଗ । ଥାନାରେ ହାଜର ହେବେ ବିକ୍ରମ ପଣ୍ଡା । ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଧମକ ଅଭିଯୋଗରେ ପୁଣି ଥାନାରେ ହାଜର ହେବେ ବିକ୍ରମ ପଣ୍ଡା । 

ପୁଣି ବିକ୍ରମ ପଣ୍ଡାଙ୍କ ବିରୁଦ୍ଧରେ ସଙ୍ଗିନ ଅଭିଯୋଗ । ଥାନାରେ ହାଜର ହେବେ ବିକ୍ରମ ପଣ୍ଡା । ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଧମକ ଅଭିଯୋଗରେ ପୁଣି ଥାନାରେ ହାଜର ହେବେ ବିକ୍ରମ ପଣ୍ଡା ।  ଗୋସାଣୀନୂଆଗାଁ ଥାନାରେ ହାଜର ହେବାକୁ ନିର୍ଦ୍ଦେଶ ରହିଛି । ଆଇନଜୀବୀଙ୍କ ଅଭିଯୋଗ ପରେ ମାମଲା ରୁଜୁ । ଥାନାରେ ପଚରାଉଚରା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି । 

What's Your Reaction?

like

dislike

love

funny

angry

sad

wow